Add parallel Print Page Options

騎驢進耶路撒冷(A)

11 他們走近耶路撒冷,到了伯法其和伯大尼,來到橄欖山那裡,耶穌派了兩個門徒, 對他們說:“你們往對面的村子裡去,一進去,就會看見一頭小驢拴在那裡,是沒有人騎過的,把牠解開牽來。 如果有人問你們:‘為甚麼這樣作?’你們就說:‘主需要牠,並且很快會送還到這裡來。’” 門徒去了,就發現一頭小驢,拴在門外的街上,就把牠解開。 站在那裡的人有的問他們說:“你們為甚麼解牠?” 門徒照著耶穌所說的話回答他們,那些人就讓他們牽走了。 門徒把小驢牽到耶穌那裡,把自己的衣服搭在上面,耶穌就騎了上去。 許多人把衣服鋪在路上,還有人從田野裡砍了些樹枝也鋪在路上。 前行後隨的人都喊著說:

“‘和散那’,

奉主名來的是應當稱頌的!

10 那將要來臨的,

我們祖先大衛的國是應當稱頌的!

高天之上當唱‘和散那’!”

11 耶穌到了耶路撒冷,進入聖殿,察看了一切,因為時候已經不早,就和十二門徒出城往伯大尼去。

咒詛無花果樹(B)

12 第二天他們從伯大尼出來,耶穌餓了。 13 他遠遠看見一棵長滿了葉子的無花果樹,就走過去,看看是否可以在樹上找到甚麼。到了樹下,除了葉子甚麼也找不著,因為這不是收無花果的時候。 14 耶穌對樹說:“永遠再沒有人吃你的果子了!”他的門徒也聽見了。

潔淨聖殿(C)

15 他們來到耶路撒冷。耶穌進了聖殿,就把殿裡作買賣的人趕走,又推倒找換銀錢的人的桌子,和賣鴿子的人的凳子; 16 不許人拿著器皿穿過聖殿。 17 他又教訓眾人說:“經上不是寫著

‘我的殿要稱為萬國禱告的殿’嗎?

你們竟把它弄成賊窩了。”

18 祭司長和經學家聽見了,就想辦法怎樣除掉耶穌,卻又怕他,因為群眾都希奇他的教訓。 19 到了晚上,他們就到城外去。

20 早晨,他們經過的時候,看見那棵無花果樹連根都枯萎了。 21 彼得想起來就對耶穌說:“拉比,請看,你所咒詛的無花果樹,已經枯萎了。” 22 耶穌回答他們:“你們對 神要有信心(“你們對 神要有信心”有些抄本作“如果你們對 神有信心”)。 23 我實在告訴你們,無論甚麼人對這座山說‘移開,投到海裡’,只要他心裡不懷疑,相信他所說的一定能夠成就,就必給他成就。 24 所以我告訴你們,凡是你們禱告祈求的,只要相信能夠得到,就必得到。 25 你們站著禱告的時候,如果有誰得罪了你們,就該饒恕他,好使你們的天父也饒恕你們的過犯。”(有些抄本有第26節:“如果你們不饒恕人,你們的天父也必不饒恕你們的過犯。”)

質問耶穌憑甚麼權柄作事(D)

27 他們又來到耶路撒冷。耶穌在殿裡行走的時候,祭司長、經學家和長老來到他跟前, 28 問他:“你憑甚麼權柄作這些事?誰給你權柄作這些事?” 29 耶穌對他們說:“我要問你們一句話,你們回答了我,我就告訴你們我憑甚麼權柄作這些事。 30 約翰的洗禮是從天上來的,還是從人來的呢?你們回答我吧。” 31 他們就彼此議論:“如果我們說‘是從天上來的’,他就會說‘那你們為甚麼不信他呢?’ 32 如果我們說‘是從人來的’……”他們害怕群眾,因為眾人都認為約翰的確是先知。 33 於是他們回答耶穌:“我們不知道。”耶穌對他們說:“我也不告訴你們我憑甚麼權柄作這些事。”

ଯୀଶୁ ଜଣେ ରାଜା ଭଳି ଯିରୁଶାଲମରେ ପ୍ରବେଶ କଲେ

(ମାଥିଉ 21:1-11; ଲୂକ 19:28-40; ଯୋହନ 12:12-19)

11 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମର ନିକଟବର୍ତ୍ତୀ ହେଲେ। ସେମାନେ ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ସହରରେ ପହଞ୍ଚିଲେ। ଯୀଶୁ ନିଜ ଶିଷ୍ୟମାନଙ୍କ ଭିତରୁ ଦୁଇଜଣକୁ ଏହା କହି ପଠାଇଲେ, “ଆଗରେ ଦେଖାଯାଉଥିବା ଗାଆଁକୁ ଯାଅ। ଗାଁଆ ଭିତରେ ପ୍ରବେଶ କରିବା ମାତ୍ରେ ତୁମ୍ଭେମାନେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଛୁଆ ଉପରେ କେହି ଏ ପର୍ଯ୍ୟନ୍ତ ଚଢ଼ି ନାହାନ୍ତି। ତାକୁ ଖୋଲି ମୋ’ ପାଖକୁ ନେଇ ଆସ। ଯଦି କୌଣସି ଲୋକ ତୁମ୍ଭମାନଙ୍କୁ ଗଧଛୁଆକୁ କାହିଁକି ନେଇ ଯାଉଛ ବୋଲି ପଗ୍ଭରେ, ତେବେ ତୁମ୍ଭେମାନେ ତାହାକୁ କହିବ, ‘ପ୍ରଭୁଙ୍କର ଏହା ଦରକାର ଅଛି। ତା'ପରେ ତାହାକୁ ଶୀଘ୍ର ଫେରାଇ ଦେବେ।’”

ସେମାନେ ଗ୍ଭଲିଗଲେ। ସେମାନେ ଗୋଟିଏ ଦ୍ୱାର ପାଖ ଦାଣ୍ଡରେ ଏକ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିଲେ। ସେମାନେ ତାହାକୁ ଖୋଲିଦେଲେ। କେତେକ ଲୋକ ସେଠାରେ ଠିଆ ହୋଇଥିଲେ। ସେମାନେ ଏହା ଦେଖି ପଗ୍ଭରିଲେ, “ତୁମ୍ଭେମାନେ ଏ ଗଧଛୁଆକୁ କାହିଁକି ଖୋଲୁଛ?” ଶିଷ୍ୟମାନଙ୍କୁ ଯୀଶୁ ଯାହା କହିବା ପାଇଁ କହିଥିଲେ, ଶିଷ୍ୟମାନେ ଲୋକମାନଙ୍କୁ ତାହା କହିଲେ। ତା'ପରେ ଲୋକମାନେ ଗଧଛୁଆ ସହ ସେମାନଙ୍କୁ ଛାଡ଼ିଦେଲେ।

ଶିଷ୍ୟମାନେ ଗଧକୁ ଯୀଶୁଙ୍କ ପାଖକୁ ଆଣିଲେ ଓ ଗଧ ପିଠି ଉପରେ ନିଜ ଲୁଗା ପକାଇ ଦେଲେ। ଯୀଶୁ ତା’ ଉପରେ ବସିଲେ। ଅନେକ ଲୋକ ଯୀଶୁଙ୍କ ପାଇଁ ସେମାନଙ୍କ ଲୁଗା ରାସ୍ତାରେ ବିଛେଇ ଦେଲେ। ଅନ୍ୟମାନେ ଡାଳ କାଟି ଆଣି ରାସ୍ତାରେ ବିଛେଇ ଦେଲେ। କେତେକ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତେକ ତାହାଙ୍କ ପଛେ ପଛେ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,

“‘ହୋଶାନ୍ନା[a]
    ‘ପ୍ରଭୁଙ୍କ ନାମରେ ଯେଉଁ ବ୍ୟକ୍ତି ଆସୁଛନ୍ତି, ସେ ଧନ୍ୟ।’(A)

10 “ଆମ୍ଭର ପିତା ଦାଉଦଙ୍କର ଆଗାମୀ ରାଜ୍ୟ ଧନ୍ୟ,
    ସ୍ୱର୍ଗରେ ରହୁଥିବା ପରମ ପିତା ହେଉଛନ୍ତି ଧନ୍ୟ।”

11 ଯୀଶୁ ଯିରୁଶାଲମ ଆସି ମନ୍ଦିର[b] ଭିତରେ ପ୍ରବେଶ କଲେ। ଯୀଶୁ ମନ୍ଦିରରେ ପ୍ରତ୍ୟେକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ରେରିତଙ୍କ ସହିତ ବେଥନୀୟାକୁ ଗ୍ଭଲିଗଲେ।

ଯୀଶୁ କହିଲେ ଡିମ୍ବିରି ବୃକ୍ଷଟି ମରିଯିବ

(ମାଥିଉ 21:18-19)

12 ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା। 13 ଯୀଶୁ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରିଗଛ ଦେଖିଲେ। ଗଛରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସେଠାରେ ପହଞ୍ଚି ସେ ଗଛରେ ଗୋଟିଏ ହେଲେ ଡିମ୍ବିରି ଫଳ ପାଇଲେ ନାହିଁ। ଗଛରେ ପତ୍ର ଛଡ଼ା ଆଉ କିଛି ନ ଥିଲା। ଏହା ଡିମ୍ବିରି ଫଳ ଫଳିବା ଋତୁ ନ ଥିଲା। 14 ତେଣୁ ଯୀଶୁ ଗଛଟିକୁ କହିଲେ, “ଲୋକେ ତୁମ୍ଭର ଫଳ ଆଉ ଏଣିକି କେବେ ହେଲେ ଖାଇବେ ନାହିଁ।” ଶିଷ୍ୟମାନେ ଯୀଶୁଙ୍କର ଏହି କଥା ଶୁଣିଲେ।

ଯୀଶୁଙ୍କର ମନ୍ଦିରରେ ପ୍ରବେଶ

(ମାଥିଉ 21:12-17; ଲୂକ 19:45-48; ଯୋହନ 2:13-22)

15 ତା'ପରେ ସେ ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିରରେ ପ୍ରବେଶ କଲାମାତ୍ରେ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ବାହାରକୁ ତଡ଼ି ଦେବାକୁ ଲାଗିଲେ। ସେ ବିଭିନ୍ନ ପ୍ରକାର ମୁଦ୍ରା ବିନିମୟ କରୁଥିବା ଲୋକଙ୍କ ମେଜ ଓଲଟେଇ ଦେଲେ। ଯେଉଁମାନେ କପୋତ ବିକୁଥିଲେ ସେମାନଙ୍କର ମେଜସବୁ ମଧ୍ୟ ସେ ଓଲଟେଇ ଦେଲେ। 16 ସେ ମଧ୍ୟ କାହାରିକୁ ମନ୍ଦିର ପରିସରରୁ କିଛି ହେଲେ ନେଇ ଯିବାକୁ ଅନୁମତି ଦେଲେ ନାହିଁ। 17 ତା'ପରେ ସେ ସେମାନଙ୍କୁ ଉପଦେଶ ଦେଇ କହିଲେ, “ଶାସ୍ତ୍ରରେ ଏ କଥା ଲେଖା ଅଛି ଯେ, ‘ମୋ’ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାଯିବ।(B) କିନ୍ତୁ ତୁମ୍ଭେମାନେ ତ ତାକୁ ଗ୍ଭେର ମାନଙ୍କର ଆଶ୍ରୟ ସ୍ଥଳରେ ପରିଣତ କରି ଦେଉଛ’(C)

18 ପ୍ରଧାନଯାଜକ ଓ ଧର୍ମଯାଜକମାନେ ଏ କଥା ଶୁଣିଲେ। ସେମାନେ ଯୀଶୁଙ୍କୁ ମାରିବା ପାଇଁ ବାଟ ଖୋଜିଲେ। କିନ୍ତୁ ସେଠାରେ ଜମା ହୋଇଥିବା ସବୁ ଲୋକେ ଯୀଶୁଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଇଥିବାରୁ ଧର୍ମଯାଜକମାନେ ଯୀଶୁଙ୍କୁ ଡରିଗଲେ। 19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।

ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ

(ମାଥିଉ 21:20-22)

20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”

22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। 25 ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା'ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।” 26 [c]

ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ

(ମାଥିଉ 21:23-27; ଲୂକ 20:1-8)

27 ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। 28 ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”

29 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। 30 ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”

31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 32 କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା।

33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।”

ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା'ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”

Footnotes

  1. ମାର୍କ ଲିଖିତ ସୁସମାଗ୍ଭର 11:9 ହୋଶାନ୍ନା ଏକ ଏବ୍ରୀୟ ଶବ୍ଦ। ରକ୍ଷା କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ପ୍ରଥମେ ଏହି ଶବ୍ଦର ପ୍ରୟୋଗ ହେଉଥିଲା। କିନ୍ତୁ ଏଠାରେ ପରମେଶ୍ୱର କିମ୍ବା ଖ୍ରୀଷ୍ଟଙ୍କୁ ପ୍ରଶଂସା କରି ଆନନ୍ଦ ଅଭିବ୍ୟକ୍ତ କରିବା ପାଇଁ ଏହି ଶବ୍ଦର ପ୍ରୟୋଗ କରାଯାଇଛି।
  2. ମାର୍କ ଲିଖିତ ସୁସମାଗ୍ଭର 11:11 ମନ୍ଦିର ଯିହୂଦୀମାନଙ୍କର ଉପାସନା ସ୍ଥଳ।
  3. ମାର୍କ ଲିଖିତ ସୁସମାଗ୍ଭର 11:26 କେତେକ ପ୍ରାଚୀନ ଗ୍ରୀକ୍ ପ୍ରତିରେ ପଦସଂଖ୍ୟା 26ରେ ପାଠ ଏହିଭଳି ଦିଆଯାଇଛି। “କିନ୍ତୁ ଯଦି ତୁମ୍ଭେମାନେ ଅନ୍ୟକୁ କ୍ଷମା କରିବ ନାହିଁ ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭର ପାପ ଗୁଡ଼ିକୁ ମଧ୍ୟ କ୍ଷମା କରିବେ ନାହିଁ।”

进入耶路撒冷

11 耶稣和门徒们离耶路撒冷越来越近了,他们到了橄榄山 [a]附近的伯法其和伯大尼,耶稣派出两个门徒, 对他们说∶“你们到前边的那个村子里去。一进村,你们就会看见一匹驴驹拴在那里,它从未被人骑过。你们解开缰绳,把它牵到我这里来。 如果有人问你们为什么牵驴,你们就说∶‘主人要用它,但他会很快把它送回来的。’”

于是,那两个门徒就去了。他们果然看见一头驴驹拴在街上的一座房门附近,就过去解缰绳。 旁边有人问道∶“你们解开驴驹做什么?” 他们就照耶稣的话回答了他们,那些人就让他们牵走了驴驹。 他们把驴驹牵到耶稣面前,把自己的衣服垫在驴背上,让耶稣骑在上面。 许多人把衣服铺在路上,还有人从田间砍来树枝铺到路上。 他们前呼后拥地喊着:

“‘和撒那 [b]!’
‘祝福那位奉主的名而来的人吧!’ (A)

10 祝福即将来临的我们祖先大卫的王国吧,
和撒那,高居天之巅的上帝!”

11 耶稣来到耶路撒冷,走进大殿院,把里边的一切看了个遍。因为天色已晚,耶稣和十二使徒出城到了伯大尼。

耶稣诅咒无花果树

12 第二天,当他们离开伯大尼时,耶稣觉得很饿。 13 这时他远远看见一棵枝繁叶茂的无花果树,就走过去想看看树上有没有果实。他来到树下,却发现树上只有叶子,因为现在还不到结果的季节。 14 耶稣对树说∶“从今以后再不会有人吃到你的果实了。”他的门徒们都听见了这话。

耶稣去大殿

15 耶稣他们来到了耶路撒冷。当他们走进大殿院之后,耶稣开始撵走了在那里做买卖的人,推倒了兑换钱币的人的桌子,掀翻卖鸽子人的凳子。 16 他不许任何人拿着东西穿过大殿院。 17 然后耶稣开始教导人们说∶“《经》上不是写着∶‘我的大殿将被称作万国祷告的大殿’ [c]吗?可是你们却把它变成贼窝了。 [d]

18 那些祭司长和律法师们听说了这些事,都开始寻找杀害耶稣的办法。因为众人都惊叹耶稣的教导,所以这些人又害怕他。 19 那天夜里,耶稣和门徒们离开了耶路撒冷。

信仰的力量

20 第二天早晨,耶稣和门徒们又上路了。他们看见那棵无花果树已经连根枯萎了。 21 彼得想起昨天的事,对耶稣说∶“拉比(老师),您瞧,昨天您诅咒过的那棵树已经枯萎了。”

22 耶稣回答说∶“信仰上帝吧! 23 我实话告诉你们,一个人对这座山说∶‘起来,投到海里去。’当他说这话时,只要心中没有疑虑,相信自己的话一定会实现,上帝就会为你们成全此事。 24 所以我告诉你们:在祷告中请求,只要相信你们已经得到它,那么它就会属于你们。 25 当你们祈祷的时候,如果想起和某人为某事有气,就宽恕他吧。你们在天之父也会宽恕你们的罪过。” 26  [e]

犹太人首领怀疑耶稣的权威

27 耶稣和门徒们又来到了耶路撒冷。当耶稣在大殿院里行走时,祭司长、律法师和年长的犹太首领走过来 28 对他说∶“你凭什么权力做这些事情呢?谁给了你这种权力的呢?”

29 耶稣说;“我问你们一个问题,如果你们回答了我,我就告诉你们我凭什么权力做这些事情。 30 告诉我,约翰所施的洗礼 [f]是来自天上还是来自人间呢?”

31 他们彼此议论说∶“如果咱们说‘来自天上,’他就会说‘那么你们为什么不相信他呢?’ 32 但是,如果咱们说‘来自人间,’那么众人会愤怒的。”(这些人都害怕大众,因为人们都相信约翰是先知。)

33 于是他们回答说∶“我们不知道。”

这时耶稣对他们说∶“那我也不会告诉你们我凭什么权力做这些事。”

Footnotes

  1. 馬 可 福 音 11:1 橄榄山: 位于耶路撒冷附近的一座山。
  2. 馬 可 福 音 11:9 和撒那: 赞美,希伯来语用在请求上帝帮助的祈祷中。此时也许是用于赞美上帝或他的弥赛亚的欢乐的高呼。
  3. 馬 可 福 音 11:17 参见旧约《以赛亚书》56:7。
  4. 馬 可 福 音 11:17 引自《耶利米书》7:11。
  5. 馬 可 福 音 11:26 一些早期希腊版本增有第26节:但是如果你们不宽恕别人,那么你们在天之父也不会宽恕你们的罪。
  6. 馬 可 福 音 11:30 洗礼: 或浸礼,希腊文意思是把人或东西暂短地浸在或没入水中。