Font Size
Verse of the Day
A daily inspirational and encouraging Bible verse.
Duration: 366 days
Odia Holy Bible: Easy-to-Read Version (ERV-OR)
ଏବ୍ରୀ 9:28
28 ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।
Odia Holy Bible: Easy-to-Read Version (ERV-OR)
2010 by World Bible Translation Center