Add parallel Print Page Options

27 ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ।
    ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।

Read full chapter

ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ”[a] ଦେଲେ।

Read full chapter

Footnotes

  1. ଆଦିପୁସ୍ତକ 5:2 ମନୁଷ୍ୟ ଏହି ନାମର ଅର୍ଥ “ଆଦମ” କିମ୍ବା “ଲୋକମାନେ”। ଏହା ଶାଦ୍ଦିକ ଅର୍ଥ “ଭୂମି” କିମ୍ବା “ଲାଲ ମାଟି।”