Font Size
                  
                
              
            Verse of the Day
A daily inspirational and encouraging Bible verse.
                Duration: 366 days
                            
                    Odia Holy Bible: Easy-to-Read Version                  (ERV-OR)
                  
                  
              ଲେବୀୟ ପୁସ୍ତକ 19:18
18 ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ। ବରଂ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ, ଆମ୍ଭେ ସଦାପ୍ରଭୁ।
Odia Holy Bible: Easy-to-Read Version (ERV-OR) 
                  2010 by World Bible Translation Center