Font Size
                  
                
              
            Verse of the Day
A daily inspirational and encouraging Bible verse.
                Duration: 366 days
                            
                    Odia Holy Bible: Easy-to-Read Version                  (ERV-OR)
                  
                  
              ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 17:7-8
7 “ଯେଉଁ ଲୋକ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖେ
    ଓ ସଦାପ୍ରଭୁ ଯାହାର ବିଶ୍ୱାସଭୂମି, ସେ ଧନ୍ୟ।
8 କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ୟ ହେବ।
    ତା'ର ମୂଳ ବିସ୍ତୃତ ହୋଇ ଜଳ ପାଇବ।
ଗ୍ରୀଷ୍ମକାଳରେ ସେ ଭୟଭୀତ ହେବ ନାହିଁ।
    ମାତ୍ର ତା'ର ପତ୍ର ସଦାକାଳ ସବୁଜ ରହିବ।
ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହେବ ନାହିଁ
    କିଅବା ସେ ଫଳ ଧାରଣରୁ ନିବୃତ୍ତ ହେବ ନାହିଁ।
Odia Holy Bible: Easy-to-Read Version (ERV-OR) 
                  2010 by World Bible Translation Center