Add parallel Print Page Options

43 (A)“You have heard that it was said, ‘You shall love your neighbor and hate your enemy.’(B) 44 But I say to you, love your enemies, and pray for those who persecute you,

Read full chapter

ସମସ୍ତଙ୍କୁ ପ୍ରେମ କର

(ଲୂକ 6:27-28,32-36)

43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(A) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର।

Read full chapter