Font Size
ମାଥିଉ ଲିଖିତ ସୁସମାଗ୍ଭର 18:21-22
Odia Holy Bible: Easy-to-Read Version
ମାଥିଉ ଲିଖିତ ସୁସମାଗ୍ଭର 18:21-22
Odia Holy Bible: Easy-to-Read Version
ପାପ କ୍ଷମାର ଦୃଷ୍ଟାନ୍ତ
21 ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”
22 ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି[a] ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ।
Read full chapterFootnotes
- ମାଥିଉ ଲିଖିତ ସୁସମାଗ୍ଭର 18:22 ସାତଗୁଣ ସତୁରି ଥରକୁ ସାତ-ସାତ କରି ସତୁରି ଥର ବୋଲି ଅର୍ଥ ନିଆ ଯାଇପାରେ।
Odia Holy Bible: Easy-to-Read Version (ERV-OR)
2010 by Bible League International