Mark 13:27-29
International Children’s Bible
27 The Son of Man will send his angels all around the earth. They will gather his chosen people from every part of the earth.
28 “The fig tree teaches us a lesson: When its branches become green and soft, and new leaves begin to grow, then you know that summer is near. 29 So also when you see all these things happening, then you will know that the time is near, ready to come.
Read full chapter
ମାର୍କ ଲିଖିତ ସୁସମାଗ୍ଭର 13:27-29
Odia Holy Bible: Easy-to-Read Version
27 ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ।
28 “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। 29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’[a] ନିକଟରେ ଆସି ପହଞ୍ଚିଗଲାଣି।
Read full chapterFootnotes
- ମାର୍କ ଲିଖିତ ସୁସମାଗ୍ଭର 13:29 ‘ସେହି ସମୟ’ ଏଠାରେ ଯୀଶୁ ଯେଉଁ ସମୟ ବିଷୟରେ ଚର୍ଚ୍ଚା କରୁଛନ୍ତି, ସେହି ସମୟ ହେଉଛି, ଯେତେବେଳେ କୌଣସି ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିବ। ‘ଲୂକ ରଚିତ ସୁସମାଗ୍ଭର’ (21:31) ରେ ଯୀଶୁ କହିଲେ ଯେ ତାହା ହିଁ ହେଉଛି ପରମେଶ୍ୱରଙ୍କ ରାଜ୍ୟର ଆସିବା ସମୟ।
The Holy Bible, International Children’s Bible® Copyright© 1986, 1988, 1999, 2015 by Thomas Nelson. Used by permission.
2010 by Bible League International
