Add parallel Print Page Options

34 ଯିହୂଦା ଯାକୁବଙ୍କ ପୁତ୍ର।

ଯାକୁବ ଇ‌‌ସ୍‌‌ହାକଙ୍କ ପୁତ୍ର।

ଇ‌‌ସ୍‌‌ହାକ ଅବ୍ରହାମଙ୍କ ପୁତ୍ର।

ଅବ୍ରହାମ ତେରେହଙ୍କ ପୁତ୍ର।

ତେରେହ ନାହୋରଙ୍କ ପୁତ୍ର।

Read full chapter