Add parallel Print Page Options

ପ୍ରମାଣ ପାଇଁ ଦାବୀ

(ମାଥିଉ 12:38-42; ମାର୍କ 8:12)

29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ[a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ[b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ।

Read full chapter

Footnotes

  1. ଲୂକ ଲିଖିତ ସୁସମାଗ୍ଭର 11:29 ଆଶ୍ଚର୍ଯ୍ୟକର୍ମ ପରମେଶ୍ୱରଙ୍କ ଶକ୍ତି ବଳରେ କରାଯାଇଥିବା ବିସ୍ମୟଜନକ କାର୍ଯ୍ୟ।
  2. ଲୂକ ଲିଖିତ ସୁସମାଗ୍ଭର 11:29 ଯୂନସ ପୁରାତନ ନିୟମରେ ବର୍ଣ୍ଣିତ ଜଣେ ଭବିଷ୍ୟ‌ଦ୍‌ବକ୍ତା। ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ରହିବା ପରେ ସେ ଜୀବିତ ଅବସ୍ଥାରେ ବାହାରି ଆସିଥିଲେ। ସେହିଭଳି ଯୀଶୁ ସମାଧିରୁ ତୃତୀୟ ଦିନରେ ପୁନରୁ‌ତ୍‌ଥିତ ହେବେ।