1 Kings 8:38-40
Christian Standard Bible
38 every prayer or petition
that any person or that all your people Israel may have—
they each know their own affliction[a](A)—
as they spread out their hands toward this temple,(B)
39 may you hear in heaven, your dwelling place,
and may you forgive, act, and give to everyone
according to all their ways, since you know each heart,
for you alone know every human heart,(C)
40 so that they may fear(D) you
all the days they live on the land(E)
you gave our ancestors.
Footnotes
- 8:38 Lit know in his heart of a plague
ରାଜାବଳୀର ପ୍ରଥମ ପୁସ୍ତକ 8:38-40
Odia Holy Bible: Easy-to-Read Version
38 ଯେତେବେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇସ୍ରାଏଲୀୟ ତୁମ୍ଭର ଯେକୌଣସି ଲୋକ ତା'ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସେମାନଙ୍କର ହାତ ଏହି ମନ୍ଦିର ଆଡ଼କୁ ବଢ଼େଇ ତୁମ୍ଭକୁ ପ୍ରାର୍ଥନା କରନ୍ତି। 39 ତୁମ୍ଭେ ଆପଣାର ବାସସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ କ୍ଷମା କର ଏବଂ ସାହାଯ୍ୟ କର। କେବଳ ତୁମ୍ଭେ ଜାଣ ଲୋକମାନେ କ’ଣ ଚିନ୍ତା କରୁଛନ୍ତି। ତେଣୁ ସେଇ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭରରେ ସାଧୁତା ଦେଖାଅ। 40 ତାହା କର ତାହାହେଲେ ଲୋକମାନେ ସର୍ବଦା ତୁମ୍ଭକୁ ଭୟ କରିବେ ଓ ଭକ୍ତି କରିବେ ଯେଉଁ ଭୂମିରେ ସେମାନେ ବାସ କରୁଛନ୍ତି, ଯେଉଁ ଭୂମିକୁ ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଙ୍କୁ ଦେଇଥିଲ।
Read full chapterThe Christian Standard Bible. Copyright © 2017 by Holman Bible Publishers. Used by permission. Christian Standard Bible®, and CSB® are federally registered trademarks of Holman Bible Publishers, all rights reserved.
2010 by Bible League International