馬太福音 5
Chinese Contemporary Bible (Traditional)
八福
5 耶穌看見這些人群,就上了山,剛坐下,門徒便走到祂跟前, 2 祂就開口教導他們,說:
3 「心靈貧窮的人有福了,
因為天國是他們的。
4 哀慟的人有福了,
因為他們必得安慰。
5 謙和的人有福了,
因為他們必承受土地。
6 愛慕公義如饑似渴的人有福了,
因為他們必得飽足。
7 心存憐憫的人有福了,
因為他們必蒙上帝的憐憫。
8 心靈純潔的人有福了,
因為他們必看見上帝。
9 使人和睦的人有福了,
因為他們必被稱為上帝的兒女。
10 為義受迫害的人有福了,
因為天國是他們的。
11 「人們因為我的緣故侮辱、迫害、肆意毀謗你們,你們就有福了。 12 要歡喜快樂,因為你們在天上有很大的獎賞。他們也曾這樣迫害以前的先知。
鹽和光
13 「你們是世上的鹽。如果鹽失去鹹味,怎能使它再變鹹呢?它將毫無用處,只有被丟在外面任人踐踏。 14 你們是世上的光,如同建在山上的城一樣無法隱藏。 15 人點亮了燈,不會把它放在斗底下,而是放在燈臺上,好照亮全家。 16 同樣,你們的光也應當照在人面前,好讓他們看見你們的好行為,便讚美你們天上的父。
成全律法
17 「不要以為我是來廢除律法和先知書,我不是來廢除,乃是來成全。 18 我實在告訴你們,就是到天地都消失了,律法的一點一劃都不會廢除,全都要成就。 19 所以,誰違背這些誡命中最小的一條,並教導別人違背,誰在天國將被稱為最小的。但誰遵守這些誡命,並教導別人遵守,誰在天國將被稱為大的。 20 我告訴你們,除非你們的義勝過律法教師和法利賽人的義,否則斷不能進天國。
論仇恨
21 「你們聽過吩咐古人的話,『不可殺人,殺人的要受審判。』 22 但我告訴你們,凡無緣無故[a]向弟兄發怒的,要受審判;凡罵弟兄是白癡的,要受公會[b]的審判;凡罵弟兄是笨蛋的,難逃地獄的火。
23 「所以,你在祭壇前獻祭的時候,要是想起有弟兄和你有過節, 24 就該把祭物留在祭壇前,先去跟他和好,然後再來獻祭。
25 「趁著你和告你的人還在去法庭的路上,你要趕緊與對方和解。不然,他會把你交給審判官,審判官會把你交給差役關進監牢。 26 我實在告訴你,要是有一分錢沒有還清,你絕不能從那裡出來。
論通姦
27 「你們聽過這樣的話,『不可通姦。』 28 但我告訴你們,凡看見婦女就動淫念的,他在心裡已經犯了通姦罪。 29 如果你的右眼使你犯罪,就把它剜掉!寧可失去身體的一部分,也比整個人下地獄好。 30 如果你的右手使你犯罪,就把它砍掉!寧可失去身體的一部分,也比整個人下地獄好。
論休妻
31 「還有話說,『人若休妻,必須給她休書』。 32 但我告訴你們,除非是妻子不貞,否則,休妻就是使妻子犯通姦罪,娶被休女子的人也犯了通姦罪。
論起誓
33 「你們也聽過吩咐古人的話,『不可違背誓言,總要向主遵守所起的誓。』 34 但我告訴你們,不可起誓。不可指著天起誓,因為天是上帝的寶座。 35 不可指著地起誓,因為地是上帝的腳凳。不可指著聖城耶路撒冷起誓,因為那是大君王的城。 36 也不可指著自己的頭起誓,因為你不能使一根頭髮變黑或變白。 37 你們說話,是就說是,不是就說不是,多說的便是來自那惡者[c]。
論愛仇敵
38 「你們聽過這樣的話,『以眼還眼,以牙還牙。』 39 但我告訴你們,不要跟惡人作對。有人打你的右臉,連左臉也轉過來讓他打。 40 有人想控告你,要奪取你的內衣,連外衣也給他。 41 有人強迫你走一里路,你就跟他走二里路。 42 有求你的,就給他;有向你借的,不可拒絕他。
43 「你們聽過這樣的話,『要愛鄰居,恨仇敵。』 44 但我告訴你們,要愛仇敵,為迫害你們的人禱告。 45 這樣,你們才是天父的孩子。因為祂讓陽光照好人也照壞人,降雨給義人也給惡人。 46 如果你們只愛那些愛你們的人,有什麼值得嘉獎的呢?就是稅吏也會這樣做。 47 如果你們只問候自己的弟兄,有什麼特別呢?就是外族人也會這樣做。 48 所以,你們要純全,正如你們的天父是純全的。
ମାଥିଉ ଲିଖିତ ସୁସମାଗ୍ଭର 5
Odia Holy Bible: Easy-to-Read Version
ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି
(ଲୂକ 6:20-23)
5 ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। 2 ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,
3 “ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
4 ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
5 ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
କାରଣ ଏ ପୃଥିବୀ ସେହିମାନଙ୍କର ହେବ।
6 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
7 ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
8 ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
9 ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
11 “ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। 12 ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।
ତୁମ୍ଭେମାନେ ଲୁଣ ଓ ଆଲୋକ ପରି
(ମାର୍କ 9:50; 4:21; ଲୂକ 14:34-35; 8:16)
13 “ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।
14 “ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ। 15 ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। 16 ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।
ଯୀଶୁ ଓ ପୁରାତନ ନିୟମର ଲେଖାସମୁହ
17 “ତୁମ୍ଭେମାନେ ଭାବ ନାହିଁ ଯେ ମୁଁ ମୋଶାଙ୍କ ବ୍ୟବସ୍ଥା କିଅବା ଭବିଷ୍ୟଦ୍ବକ୍ତାଙ୍କ ଶିକ୍ଷା ନଷ୍ଟ କରିବାକୁ ଆସିଛି। ମୁଁ ସେମାନଙ୍କ ଉପଦେଶ ନଷ୍ଟ କରିବାକୁ ଆସି ନାହିଁ। ବରଂ ମୁଁ ସେମାନଙ୍କ ଉପଦେଶଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ କରିବାକୁ ଆସିଛି। 18 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହେବା ପର୍ଯ୍ୟନ୍ତ ଓ ସବୁ କଥା ନ ଘଟିବା ପର୍ଯ୍ୟନ୍ତ ଏହି ନିୟମରୁ ଅକ୍ଷରଟିଏ କି ବିନ୍ଦୁଟିଏ ହେଲେ ମଧ୍ୟ ଲୋପ ପାଇବ ନାହିଁ।
19 “ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ। 20 ମୁଁ ତୁମ୍ଭକୁ କହୁଛି ଯେ, ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଆଚରଣ କରି ତୁମ୍ଭେମାନେ ଧର୍ମଶାସ୍ତ୍ରୀ ଓ ଫାରୂଶୀ[a]ମାନଙ୍କଠାରୁ ଆଗେଇ ଯାଅ। ତା’ ନ ହେଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ ନାହିଁ।
ଯୀଶୁ କ୍ରୋଧ ବିଷୟରେ ଶିକ୍ଷା ଦିଅନ୍ତି
21 “ତୁମ୍ଭେମାନେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ନରହତ୍ୟା କର ନାହିଁ।(A) ଯେଉଁ ଲୋକ ନରହତ୍ୟା କରେ, ସେ ବିଗ୍ଭରସ୍ଥାନରେ ବିଗ୍ଭରିତ ହେବ।’ 22 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ[b] ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।
23 “ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟକୁ ତୁମ୍ଭମାନଙ୍କର ନୈବେଦ୍ୟ ଦାନ ଆଣ, ସେତେବେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବେଦୀ ଉପରେ ପରମେଶ୍ୱରଙ୍କୁ ନୈବେଦ୍ୟ ଦାନ ଦେବା ବେଳେ ତୁମ୍ଭର ମନେ ପଡ଼ିଯାଏ ଯେ, ତୁମ୍ଭ ବିରୁଦ୍ଧରେ କାହାର କିଛି କଥା ଅଛି, 24 ତେବେ ତୁମ୍ଭର ନୈବେଦ୍ୟ ଦାନ ସେହିଠାରେ ଛାଡ଼ି ଦେଇ ସେହି ଲୋକଟି ପାଖକୁ ଯାଅ ଏବଂ ତା’ ସହିତ ଶାନ୍ତି ସ୍ଥାପନ କରି, ତା'ପରେ ଆସି ତୁମ୍ଭର ନୈବେଦ୍ୟ ଦାନ ଅର୍ପଣ କର।
25 “ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା'ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ। 26 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ପର୍ଯ୍ୟନ୍ତ ତୁମ୍ଭେ ପାହୁଲା-ପାହୁଲା କରି ନ ଶୁଝିଛ, ସେପର୍ଯ୍ୟନ୍ତ କାରାଗାର ଭିତରୁ ବାହାରି ଆସି ପାରିବ ନାହିଁ।
ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି
27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’(B) 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।
ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି
(ମାଥିଉ 19:9; ମାର୍କ 10:11-12; ଲୂକ 16:18)
31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା'ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’(C) 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।
ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା
33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’[c] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।
ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ
(ଲୂକ 6:29-30)
38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’(D) 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।
ସମସ୍ତଙ୍କୁ ପ୍ରେମ କର
(ଲୂକ 6:27-28,32-36)
43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(E) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ[d]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
Footnotes
- ମାଥିଉ ଲିଖିତ ସୁସମାଗ୍ଭର 5:20 ଫାରୂଶୀ ଯିହୂଦୀ ଧର୍ମର ନୀତି-ନିୟମ ଓ ପ୍ରଥାମାନି ଚଳୁଥିବା ଧାର୍ମିକ ଗୋଷ୍ଠୀ।
- ମାଥିଉ ଲିଖିତ ସୁସମାଗ୍ଭର 5:22 ଯିହୂଦୀୟ ସର୍ବୋଚ୍ଚ-ବିଗ୍ଭରାଳୟ ମୂଳ ଗ୍ରୀକ୍ ଭାଷାରେ ସାହ୍ନେଡ୍ରିନ। ଏହା ଅଦାଲତ ପରି ମଧ୍ୟ କାମକରେ।
- ମାଥିଉ ଲିଖିତ ସୁସମାଗ୍ଭର 5:33 ଲେବୀୟ ପୁସ୍ତକ 19:12; ଗଣନା ପୁସ୍ତକ 30:2; ଦ୍ୱିତୀୟ ବିବରଣ 23:21
- ମାଥିଉ ଲିଖିତ ସୁସମାଗ୍ଭର 5:46 କରଆଦାୟକାରୀ କରଆଦାୟକରିବା ପାଇଁ ରୋମୀୟମାନେ ଯେଉଁ ଯିହୂଦୀୟଙ୍କୁ ଆଣିଥା’ନ୍ତି ସେମାନେ ବେଳେବେଳେ ଠକିବା ଯୋଗୁଁ ତାଙ୍କୁ ଅନ୍ୟ ଯିହୂଦୀୟମାନେ ଘୃଣା କରୁଥିଲେ।
Matthew 5
EasyEnglish Bible
Jesus teaches his disciples
5 Jesus saw that crowds of people were following him. So he went up a hill and he sat down there to teach them. His disciples came near to listen to him. 2 He began to teach them. This is what he said:
3 ‘Happy are the people who know that they need God very much.
The kingdom of heaven belongs to people like that.[a]
4 Happy are the people who are sad now.
God will come near to help them.[b]
5 Happy are the people who are kind.
The whole earth will belong to them.
6 Happy are the people who want to obey God, as much as they want to eat food.
God will give to them everything that they need.
7 Happy are the people who help other people and who forgive them.
God will forgive people like that.
8 Happy are the people who have only good thoughts.
They will come near to God and see him.
9 Happy are the people who bring people together to be friends.
God will call them his children.
10 Happy are the people who do what is right but other people hurt them because of it.
The kingdom of heaven belongs to people like that.
11 Yes, happy are you when people say bad things against you because you believe in me. Or they may hurt you. Or they may say things about you that are not true. 12 God is preparing many good things for you in heaven. So you should be very happy when people do these bad things to any of you. People did these same things to God's prophets who lived long ago.’
Jesus' disciples are like salt and light
13 Jesus said, ‘You are like salt for all people to taste and use. Salt is good. But if it is not salty any more, you cannot make it salty again. People can no longer use it for anything. They just throw it away and they walk on it.
14 You are like a light for everybody in this world. If people build a city on a hill, then other people can see it easily. 15 Nobody lights a lamp and then puts it under a pot. He will put the lamp in a high place.[c] Everybody who is in the house can then see the light from the lamp. 16 You must be sure that your light shines well. Then you will give light to other people. They will see all the good things that you do.[d] Then they will praise God, who is your Father in heaven.’
Jesus talks about the Laws that Moses gave to the Jews
17 Jesus said, ‘You should not think that I have come to destroy God's Law. Also, I have not come to destroy the messages that God's prophets wrote down. No, I have not come to destroy their words. I have come to make what they taught become true. 18 I tell you this: One day, even the earth and the sky will finish. But while they remain, God's Law will also remain. Nobody can remove even the smallest thing from it. The Law will remain until everything in it has happened.
19 A person may choose not to obey a rule in God's Law. He may think it is the least important rule. He may also teach other people to think like that. Then God will call him the least important person in the kingdom of heaven. But a person may choose to obey all the rules in God's Law. And he may teach other people to obey them too. Then God will call that person great in the kingdom of heaven. 20 I tell you this: You must always do what is right. You must live in a way that is better than the teachers of God's Law and the Pharisees.[e] You will never come into the kingdom of heaven if you do not do better than them.’
Jesus teaches about angry people
21 Jesus then said, ‘You know the rule that God gave to your ancestors: “You must not kill anyone. Any person who does kill someone will stand in front of a judge.[f] The judge will punish him because he has done a wrong thing.” 22 But what I now say to you is this: Anybody who is angry with his brother will have to stand in front of a judge. Or someone might call his brother by a bad name. Then he will have to stand in front of the Jewish leaders. They will judge him. But someone may say to his brother, “You are a fool.”[g] God will judge that person. God may punish him in the fires of hell.
23 Maybe you go to the temple to give your gift to God. You take it to the altar. But then you remember that your brother is angry with you. 24 You must leave your gift there in front of God's altar. First you must go and find your brother. Tell him that you are sorry. Then you can both become friends with each other again. After that, you can return to the altar and give your gift to God.
25 Also, somebody may say that you have done something wrong against him. He may take you to stand in front of the judge.[h] You should quickly try to agree with this person. Decide with him how to make things right again. Do this even while you are going with him to the judge. If you do not do that, the judge may agree that you have done a wrong thing. Then he will give you to his officer. His officer will put you in prison. 26 I tell you this: You will remain in prison until you have paid all the money, even the last small coin.’
Jesus teaches people about bad thoughts
27 Jesus then said, ‘You know what God's rule says: “You must not have sex with anyone who is not your husband or your wife.” 28 But what I tell you is this: A man may look at a woman who is not his wife. And he may want to have sex with her. In his thoughts, he has had sex with her, so he has done a wrong thing. 29 If your right eye leads you to do wrong things, then you should take it out. You should throw it away. Yes, you will lose one eye. But it will be much worse if you keep your whole body and God throws you into hell. 30 Also, if your right hand leads you to do wrong things, then you should cut it off. You should throw it away. You will lose one hand. But it will be much worse if you keep your body in one piece and go to hell.’[i]
Jesus talks about when a man sends his wife away
31 ‘God's Law also says: “Any man who wants to send his wife away must give her a letter. This letter must say that they are no longer married.” 32 But what I tell you is this: A man must not send his wife away except for one reason. He may only send her away if she has had sex with another man. If he sends her away for any other reason, he has done a wrong thing. It is like he has caused her to have sex with another man. Also, if a woman has left her husband, another man must not marry her. That is the same as if he had sex with another man's wife.’
Jesus teaches people about promises to God
33 ‘You also know the rule that God gave to your ancestors: “If you make a promise to God, you must do what you have said.” 34 But what I tell you is this. Do not use any name to make a promise stronger. Do not use the words “by heaven” to make a promise stronger. Heaven is the place where God rules. Do not use the words “by the earth” to make a promise stronger. The earth is the place where God rests his feet. 35 Do not use the words “by Jerusalem” to make a promise stronger. Jerusalem is God's city. He is the great King who rules from there. 36 Do not use the words “by my head” to make a promise. You cannot make the colour of even one of your hairs black or white. 37 Instead, when you make a promise, you should say only “Yes, I will do it.” Or you should say only “No, I will not do it.” If you say anything more than this, what you say is bad.[j] It comes from Satan.’
Jesus teaches how to love people
38 Jesus then said, ‘You also know that God's Law says: “If somebody destroys your eye, then you should destroy that person's eye. If somebody destroys your tooth, then you should destroy that person's tooth.” 39 But what I tell you is this. If somebody does something bad to you, do not do anything against him.[k] Somebody may slap you on one side of your face. Then you should also let him slap the other side of your face.
40 Maybe somebody wants to take you to the judge. He says that you should give him your shirt. Give the man your shirt, and give him your coat too. 41 Or a soldier may tell you, “Carry my luggage for one kilometre.” You should do that. Even agree to carry it for two kilometres. 42 When people ask you for something, you should give it to them. If they ask you to lend them something, then you should not refuse.
43 You have heard people say, “Love the people who are your friends. But hate those who want to hurt you.” 44 What I tell you is this: You should love the people who want to hurt you. If people want to give you pain, pray for them. Pray that God would help them. 45 If you live like this, you will show that you really are children of your Father above. God is kind to everyone. He causes the sun to shine on everyone, both good people and bad people. He also causes the rain to fall on everyone, people who obey him and people who do not obey him. 46 Do you only love people who love you? God will not give you good things just for doing that. Even the men who take taxes love their friends![l]
47 If you are only kind to your friends, then you are not doing anything special. Even people who do not believe in God do that. 48 So you must be good in every way, as your Father above is good in every way.’
Footnotes
- 5:3 ‘Happy’ here means that God has blessed people who are like this. They may not always feel happy, but they are in a good place, a happy place. God will take care of them.
- 5:4 Jesus was not only speaking about people who are sad. Some people are sorry about all the bad things that they have done. Jesus was speaking about those people.
- 5:15 At this time, people burned oil in a dish to make a light. They called this a lamp. When it was burning, they sometimes put it on a place high on a wall.
- 5:16 Jesus is teaching his disciples about how they must live in a good way that makes God happy. Light shows people the way. In the same way, the disciples must show people the way to God.
- 5:20 The teachers of God's Law and the Pharisees thought that they obeyed every rule in the Law. But they did not do it because they loved God. They wanted other people to think well of them.
- 5:21 At the time when Jesus said this, there were 71 important rulers in Jerusalem. And they met together to judge a bad person. The leader of the priests was their leader. These men had great power. God is the most powerful judge. Only he can send a person to hell.
- 5:22 When Jesus used the word brother, he was also talking about any special friend.
- 5:25 A judge listens to what people say against each other. He then decides who is right or wrong. Jesus is telling the people that everyone has done wrong things to God. They do not obey him in the way that they should. Jesus says that we should believe in him now. If we do not, then God will judge us. And he will punish us when we stand in front of him.
- 5:30 Jesus does not want his disciples to cut their bodies. It is very important for them not to do wrong things. And Jesus is telling them this.
- 5:37 People used to say these extra words when they made a promise. They wanted other people to know that they would keep their promise. Jesus taught that we should always keep our promises (do what we promised to do).
- 5:39 We should not do bad things to other people who have done bad things to us.
- 5:46 The men who took taxes for the Roman government took the money from their own people, the Jews. They often took more money than they should have taken. So people hated the men who took taxes from them.
2010 by Bible League International
EasyEnglish Bible Copyright © MissionAssist 2019 - Charitable Incorporated Organisation 1162807. Used by permission. All rights reserved.