那時,先知哈該和易多的子孫撒迦利亞奉以色列上帝的名,向猶大和耶路撒冷的猶大人宣講上帝的話。 於是,撒拉鐵的兒子所羅巴伯和約薩達的兒子耶書亞開始在耶路撒冷重建上帝的殿,上帝的先知在他們身邊幫助他們。

當時,河西總督達乃、示他·波斯乃及其同僚來問他們:「誰批准你們重建這殿、修復這牆的?」

Read full chapter

ଏହି ସମୟରେ ଭବିଷ୍ୟ‌ଦ୍‌ବକ୍ତା ହାଗୟ ଓ ଇଦ୍ଦୋର ପୁତ୍ର ଜିଖରିୟ, ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଯିହୁଦା ଓ ଯିରୁଶାଲମସ୍ଥିତ ଯିହୁଦୀୟମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ସେମାନେ ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ। ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ। ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଗ୍ଭରିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା।”

Read full chapter

Tattenai’s Letter to Darius

Now Haggai(A) the prophet and Zechariah(B) the prophet, a descendant of Iddo, prophesied(C) to the Jews in Judah and Jerusalem in the name of the God of Israel, who was over them. Then Zerubbabel(D) son of Shealtiel and Joshua(E) son of Jozadak set to work(F) to rebuild the house of God in Jerusalem. And the prophets of God were with them, supporting them.

At that time Tattenai,(G) governor of Trans-Euphrates, and Shethar-Bozenai(H) and their associates went to them and asked, “Who authorized you to rebuild this temple and to finish it?”(I)

Read full chapter

Restoration of the Temple Resumed(A)

Then the prophet (B)Haggai and (C)Zechariah the son of Iddo, prophets, prophesied to the Jews who were in Judah and Jerusalem, in the name of the God of Israel, who was over them. So (D)Zerubbabel the son of Shealtiel and Jeshua the son of [a]Jozadak rose up and began to build the house of God which is in Jerusalem; and (E)the prophets of God were with them, helping them.

At the same time (F)Tattenai the governor of the region beyond [b]the River and Shethar-Boznai and their companions came to them and spoke thus to them: (G)“Who has commanded you to build this [c]temple and finish this wall?”

Read full chapter

Footnotes

  1. Ezra 5:2 Jehozadak, 1 Chr. 6:14
  2. Ezra 5:3 The Euphrates
  3. Ezra 5:3 Lit. house