Font Size
ଲୂକ ଲିଖିତ ସୁସମାଗ୍ଭର 14:34-35
Odia Holy Bible: Easy-to-Read Version
ଲୂକ ଲିଖିତ ସୁସମାଗ୍ଭର 14:34-35
Odia Holy Bible: Easy-to-Read Version
ତୁମ୍ଭର ପ୍ରଭାବ ହରାଅ ନାହିଁ
(ମାଥିଉ 5:13; ମାର୍କ 9:50)
34 “ଲୁଣ ଗୋଟିଏ ଭଳ ଜିନିଷ। ଲୁଣ ଯଦି ତା'ର ଲୁଣିଆ ସ୍ୱାଦ ହରାଇବ ସେ, ତେବେ ତା'ର କୌଣସି ମୂଲ୍ୟ ନାହିଁ। ତୁମ୍ଭେମାନେ ପୁଣି ଥରେ ତା'ର ଲୁଣିଆ ସ୍ୱାଦ ଫେରାଇ ଦେଇ ପାରିବ ନାହିଁ। 35 ଏହାକୁ ତୁମ୍ଭେମାନେ ଏପରିକି ମାଟି ପାଇଁ ବା ଖତସାର ପାଇଁ ମଧ୍ୟ ବ୍ୟବହାର କରି ପାରିବ ନାହିଁ। ଲୋକେ ତାକୁ ଫୋପାଡ଼ି ଦିଅନ୍ତି।”
“ଯାହାର ଶୁଣିବାର ଅଛି, ସେ ଶୁଣୁ।”
Read full chapter
Odia Holy Bible: Easy-to-Read Version (ERV-OR)
2010 by Bible League International