Add parallel Print Page Options

13 ମାତ୍ର ଦେଖ! ଲୋକମାନେ ଆମୋଦପ୍ରମୋଦ କରୁଛନ୍ତି। ସେମାନେ କହୁଛନ୍ତି:

“ଗୋବଧ ଓ ମେଷମାନଙ୍କୁ କର୍ତ୍ତନ କର।
    ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ କର।
ଆସ ଆମ୍ଭେମାନେ ଭୋଜନ ଓ ପାନ କରିବା
    କାରଣ କାଲି ଆମ୍ଭେମାନେ ମରିବା।”

Read full chapter

12 ପ୍ରତ୍ୟେକ କୁହନ୍ତି, “ଆସ,
    ଆମ୍ଭେ ଦ୍ରାକ୍ଷାରସ ଆଣିବା
    ଓ ସୁରାପାନରେ ମତ୍ତ ହେବା;
ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ
    ଏବଂ ତାହା ଅପରିମିତ ମହାଦିନ ହେବ।”

Read full chapter