Add parallel Print Page Options

ଭବିଷ୍ୟତ ରାଜା

ହେ ସିୟୋନର କନ୍ୟା ଆନନ୍ଦ କର!
    ହେ ଯିରୁଶାଲମର କନ୍ୟା, ଚିତ୍କାର କର!
ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି।
    ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି।
    ସେ ଅତ୍ୟନ୍ତ ନମ୍ର।
    ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି।

Read full chapter