Add parallel Print Page Options

16 ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ।

Read full chapter

ପ୍ରମାଣ ପାଇଁ ଦାବୀ(A)

29 ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ [a] ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ [b] ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ।

Read full chapter

Footnotes

  1. ଲୂକ ଲିଖିତ ସୁସମାଗ୍ଭର 11:29 ଆଶ୍ଚର୍ଯ୍ୟକର୍ମ ପରମେଶ୍ୱରଙ୍କ ଶକ୍ତି ବଳରେ କରାଯାଇଥିବା ବିସ୍ମୟଜନକ କାର୍ଯ୍ୟ।
  2. ଲୂକ ଲିଖିତ ସୁସମାଗ୍ଭର 11:29 ଯୂନସ ପୁରାତନ ନିୟମରେ ବର୍ଣ୍ଣିତ ଜଣେ ଭବିଷ୍ୟ‌ଦ୍‌ବକ୍ତା। ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ରହିବା ପରେ ସେ ଜୀବିତ ଅବସ୍ଥାରେ ବାହାରି ଆସିଥିଲେ। ସେହିଭଳି ଯୀଶୁ ସମାଧିରୁ ତୃତୀୟ ଦିନରେ ପୁନରୁ‌ତ୍‌ଥିତ ହେବେ।