Menu
Bible Gateway Plus logo
Bible Gateway logo
account
Study Bibles + commentaries + Scripture = deeper understanding. Explore Bible Gateway Plus.
Bible Gateway Plus logo
Bible Gateway logo
One verse. Every morning. Sign up.
  • Read
    • Reading Plans
    • Advanced Search
    • Available Versions
    • Audio Bibles
  • Study
    • Scripture Engagement
    • More Resources
  • News
  • Explore
    • Newsletters
    • Devotionals
    • Bible Gateway App
    • Bible Audio App
    • Take a Tour
  • Store
    • Bibles
    • Deals
    • More
  • Bible Gateway Plus
ERV-OR
Version
Bible Books Bible Books
ERV-OR
Version
Read
Study
News
Explore
Store
Bible Gateway Plus
Light Mode Dark Mode
Font Size
Log In show menu
Previous Next
Print PrintSettingsSettingsShare ShareParallelParallelExpandExpandCollapse

ଏଜ୍ରା 2  Odia Holy Bible: Easy-to-Read Version

ଫେରିଥିବା ବନ୍ଦୀମାନଙ୍କର ତାଲିକା

2 ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ। 2 ଏହି ଲୋକମାନେ ସରୁବ୍ବାବିଲ, ଯେଶୂୟ, ନିହିମୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ‌ବି‌‌‌ଲ୍‌‌ଶନ୍, ମିସ୍ପର, ବି‌‌‌ଗ୍‌ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲୀୟ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହିପରି ଥିଲା।

3 ପରିୟୋଶର ବଂଶଧର2,172 ଜଣ।
4 ଶଫଟିୟର ବଂଶଧର372 ଜଣ।
5 ଆରହର ବଂଶଧର775 ଜଣ।
6 ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ ମୋୟାବର ବଂଶଧର2,812 ଜଣ।
7 ଏଲମର ବଂଶଧର1,254 ଜଣ।
8 ସତ୍ତୂର ବଂଶଧର945 ଜଣ।
9 ସ‌କ୍‌କୟର ବଂଶଧର760 ଜଣ।
10 ବାନିର ବଂଶଧର642 ଜଣ।
11 ବେବୟର ବଂଶଧର623 ଜଣ।
12 ଅ‌ସ୍‌ଗଦର ବଂଶଧର1,222 ଜଣ।
13 ଅଦୋନୀକାମର ବଂଶଧର666 ଜଣ।
14 ବି‌ଗ୍‌ବୟର ବଂଶଧର2,056 ଜଣ।
15 ଅଦୀନର ବଂଶଧର454 ଜଣ।
16 ହିଜକିୟର ପରିବାରରୁ ଆଟରର ବଂଶଧର98 ଜଣ।
17 ବେ‌ତ୍‌ସୟର ବଂଶଧର323 ଜଣ।
18 ଯୋରାହର ବଂଶଧର112 ଜଣ।
19 ହଶୁମର ବଂଶଧର223 ଜଣ।
20 ଗିବ୍ବରର ବଂଶଧର95 ଜଣ।
21 ବୈ‌ଥ୍‌ଲେହମ ବଂଶଧର123 ଜଣ।
22 ନଟୋଫାର ସହରରୁ56 ଜଣ।
23 ଅନାଥୋତର ସହରରୁ128 ଜଣ।
24 ଅ‌‌‌‌ସ୍‌‌‌‌ମାବତର ପୁତ୍ରଗଣ42 ଜଣ।
25 କିରିୟତ-ଯାରୀମ୍ ଓ କଫୀରା ଓ ବେରୋତ ସହରରୁ743 ଜଣ।
26 ରାମାର ଓ ଗେବା ସହରରୁ621 ଜଣ।
27 ମି‌କ୍‌ମସର ସହରରୁ122 ଜଣ।
28 ବୈଥେ‌ଲ୍‌ର ଓ ଅୟ ସହରରୁ223 ଜଣ।
29 ନବୋର ସହରରୁ52 ଜଣ।
30 ମ‌ଗ୍‌ବୀଶ ସହରରୁ156 ଜଣ।
31 ଅନ୍ୟ ଏଲମ ସହରରୁ1,254 ଜଣ।
32 ହାରୀମ ସହରରୁ320 ଜଣ।
33 ଲୋଦ୍ ଓ ହାଦୀଦ୍ ଓ ଓନୋ ସହରରୁ725 ଜଣ।
34 ଯିରୀହୋ ସହରରୁ345 ଜଣ।
35 ସନାୟା ସହରରୁ3,630 ଜଣ।

36 ଯିଦୟିୟର ଯାଜକମାନଙ୍କର ସଂଖ୍ୟା-

ଯେଶୂୟ ପରିବାରରୁ973 ଜଣ।
37 ଇମ୍ମେର ବଂଶଧର1,052 ଜଣ।
38 ପ‌ଶ୍‌ହୂରର ବଂଶଧର1,247 ଜଣ।
39 ହାରୀମର ବଂଶଧର1,017 ଜଣ।

40 ଲେବୀୟ ପରିବାରବର୍ଗରୁ

ହୋଦବିୟର ପରିବାର ମଧ୍ୟରୁ ଯେଶୂୟ ଓ କ‌‌‌‌‌ଦ୍‌‌‌‌‌ମୀୟେଲର ବଂଶଧର74 ଜଣ।

41 ଗାୟକମାନଙ୍କ ସଂଖ୍ୟା:

ଆସଫର ବଂଶଧର128 ଜଣ।

42 ମନ୍ଦିର ଦ୍ୱାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ୟା,

ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମୋନ ବଂଶଧରଗଣ, ଆ‌କ୍‌କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବୟର ବଂଶଧରଗଣ ସର୍ବମୋଟ139 ଜଣ।

43 ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ:

ସୀହ, ହସୂଫା, ଟବ୍ବୟୋତ।

44 କେରୋସ, ସୀୟ, ପାଦୋନ,

45 ଲବାନାର, ହଗାବ, ଅ‌କ୍‌କୂବ,

46 ହାଗବ, ଶ‌‌‌‌‌‌ମ୍‌‌‌‌‌‌ଲୟ, ହାନନ,

47 ଗଦ୍ଦେଲ, ଗହର, ରାୟା,

48 ର‌ତ୍‌ସୀନ ବଂଶଧରଗଣ, ନକୋଦ ବଂଶଧରଗଣ, ଗସମ ବଂଶଧରଗଣ,

49 ଉଷ ବଂଶଧରଗଣ, ପାସେହ ବଂଶଧରଗଣ, ବେଷୟ ବଂଶଧରଗଣ,

50 ଆ‌‌‌‌ସ୍‌‌‌‌ନା ବଂଶଧରଗଣ, ମିଯୂନୀମ ବଂଶଧରଗଣ, ନଫିଷୀମ ବଂଶଧରଗଣ,

51 ବ‌କ୍‌ବୁକ ବଂଶଧରଗଣ, ହକୁଫା ବଂଶଧରଗଣ, ହର୍ହୂର ବଂଶଧରଗଣ,

52 ବ‌‌‌‌ସ୍‌‌‌‌ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ହର୍ଶା ବଂଶଧରଗଣ,

53 ବର୍କୋସ ବଂଶଧରଗଣ, ସୀଷରା ବଂଶଧରଗଣ, ତେମହ ବଂଶଧରଗଣ,

54 ନ‌ତ୍‌ସୀହ ବଂଶଧରଗଣ, ହଟୀଫା ବଂଶଧରଗଣ,

55 ଶଲୋମନର ଦାସମାନଙ୍କର ବଂଶଧରଗଣ,

ସୋଟୟ ବଂଶଧରଗଣ, ହସୋଫେରତ ବଂଶଧରଗଣ, ପରୁଦା ବଂଶଧରଗଣ,

56 ଯାଳା ବଂଶଧରଗଣ, ଦର୍କୋଣ ବଂଶଧରଗଣ, ଗିଦ୍ଦେଲ ବଂଶଧରଗଣ,

57 ଶଫଟିୟ ବଂଶଧରଗଣ, ହଟୀଲ ବଂଶଧରଗଣ, ପୋଖେରତ୍ ବଂଶଧରଗଣ, ହ‌ତ୍‌ସବାୟିମ ବଂଶଧରଗଣ, ଅମୀ ବଂଶଧରଗଣ,

58 ନଥୀନିୟ ଶଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବମୋଟ392 ଜଣ।

59 ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତେଲମେଲହ, ତେଲହର୍ଶା, କେରୁବ, ଅଦ୍ଦନ୍ ଓ ଇମ୍ମେର, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ନିଜ ନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ:

60 ଦଲାୟ, ଟୋବିୟ ଓ ନକୋଦର ବଂଶଧର652 ଜଣ।

61 ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ୟରୁ

ହବାୟ, ହକୋସ, ବର୍ସିଲ୍ଲୟ, ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ୟାତି ହୋଇଥିଲା।

62 ଏହି ଲୋକମାନେ ସେମାନଙ୍କର ବଂଶାବଳୀର ନଥିପତ୍ର ଖୋଜିଲେ, କିନ୍ତୁ ସେଗୁଡ଼ିକ ପାଇବାକୁ ଅକ୍ଷମ ହେଲେ, ତେଣୁ ସେମାନଙ୍କୁ ଯାଜକତ୍ୱରୁ ବାହାର କରି ଦିଆଗଲା। 63 ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ, ସେମାନେ ସବୁଠୁ ପବିତ୍ର ଖାଦ୍ୟ ଖାଇ ପାରିବେ ନାହିଁ, ଯେପର୍ଯ୍ୟନ୍ତ ଜଣେ ଯାଜକ ଊରୀମ ଓ ତୁମ୍ମୀମ ସହିତ ପରାମର୍ଶ କରି ଉପସ୍ଥିତ ହୋଇ ନାହିଁ।

64-65 ଏମାନେ ସମସ୍ତେ ମିଶି 42,360 ଜଣ ଥିଲେ। ଏମାନଙ୍କର ଦାସଦାସୀ ମିଶି 7,337 ଜଣ। ସେମାନଙ୍କର ମଧ୍ୟ 200 ଜଣ ଗାୟକ ଓ ଗାୟୀକା ଥିଲେ। 66-67 ସେମାନଙ୍କର 736 ଟି ଘୋଡ଼ା ଥିଲା। 245 ଟି ଖଚର, 435 ଟି ଓଟ ଓ 6,720 ଟି ଗଧମାନ ଥିଲା।

68 ସେହି ଦଳଟି ଆସି ଯିରୁଶାଲମର ସଦାପ୍ରଭୁଙ୍କର ମନ୍ଦିରରେ ଉପସ୍ଥିତ ହେଲେ। ସଦାପ୍ରଭୁଙ୍କର ସେହି ମନ୍ଦିର ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ। 69 ସେମାନେ ନିଜ ନିଜ ଶକ୍ତି ଅନୁସାରେ ସେହି କର୍ମର ଭଣ୍ତାରରେ 61,000 ଡାରିକ ନାମକ ସ୍ୱର୍ଣ୍ଣମୂଦ୍ରା ଓ 5,000 ପାଉଣ୍ତ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ।

70 ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ।

Next
ଏଜ୍ରା 1
ଏଜ୍ରା 3
Next
dropdown
Odia Holy Bible: Easy-to-Read Version (ERV-OR)

2010 by Bible League International

Bible Gateway Plus logo
Bible Gateway logo

Font Size

Font Size

Dark Mode

Light Mode Dark Mode

About

  • About
  • Learn About the Bible
  • Statement of Faith
  • Mobile App
  • Store
  • Blog
  • Newsroom
  • Support Us

Help

  • FAQs
  • Tutorials
  • Use Bible Gateway on Your Site
  • Advertise with us
  • Contact us
  • Privacy policy
  • California Privacy Rights
  • Do Not Sell My Personal Information
  • Site: Terms of use
  • Widget: Terms of use

Our Network

  • FaithGateway
  • StudyGateway
  • ChurchSource
  • HarperCollins Christian Publishing
  • Grupo Nelson
  • Editorial Vida
  • Thomas Nelson
  • WestBow Press
  • Zondervan
  • MasterLectures

Social

  • Facebook
  • Instagram
  • Pinterest
  • TikTok
  • X
  • YouTube

Preferences

  • Versión en español
  • Preferences
  • Classic Bible Gateway
Sign Up for Bible Gateway: News & Knowledge
Get weekly Bible news, info, reflections, and deals in your inbox.

By submitting your email address, you understand that you will receive email communications from Bible Gateway, operated by HarperCollins Christian Publishing, 501 Nelson Pl, Nashville, TN 37214 USA, including commercial communications and messages from partners of Bible Gateway. You may unsubscribe from Bible Gateway’s emails at any time. If you have any questions, please review our Privacy Policy or email us at privacy@biblegateway.com.

Preferences

  • Versión en español
  • Preferences
  • Classic Bible Gateway