Add parallel Print Page Options

12 ଯେତେବେଳେ ତୁମ୍ଭର ସୈନ୍ୟମାନେ ଆଗେଇ ଗ୍ଭଲିଲେ, ମୁଁ ସେମାନଙ୍କ ଆଗେ ଆଗେ ବିରୁଡ଼ି[a] ମାନଙ୍କୁ ପଠାଇଲି। ସେହି ବିରୁଡ଼ିମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଲେ ଓ ସେହି ଦୁଇଜଣ ଇମୋରୀୟ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ତଡ଼ି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନୁର ବ୍ୟବହାର ନ କରି ତୁମ୍ଭେମାନେ ଜିତିଗଲ ଓ ସେମାନଙ୍କର ଦେଶକୁ ଅଧିକାର କଲ।

Read full chapter

Footnotes

  1. ଯିହୋଶୂୟଙ୍କର ପୁସ୍ତକ 24:12 ବିରୁଡ଼ି ଦଂଶନ କରିବା କୀଟ ଏକ ବଡ଼ “ବିରୁଡ଼ି” ପରି କିମ୍ବା ଏକ “ମହୁମାଛି।” ଏଠାରେ ଏହାର ଅର୍ଥ “ପରମେଶ୍ୱରଙ୍କର ଦୂତ” କିମ୍ବା “ତାଙ୍କର ଶକ୍ତି ହୋଇପାରେ।”