Font Size
ଯୋହନ ଲିଖିତ ସୁସମାଗ୍ଭର 1:1-3
Odia Holy Bible: Easy-to-Read Version
ଯୋହନ ଲିଖିତ ସୁସମାଗ୍ଭର 1:1-3
Odia Holy Bible: Easy-to-Read Version
ଯୀଶୁ, ପରମେଶ୍ୱରଙ୍କର ସଦାକାଳସ୍ଥାୟୀ ବାକ୍ୟ
1 ଜଗତ ସୃଷ୍ଟିର ପୂର୍ବରୁ ବାକ୍ୟ[a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। 2 ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। 3 ତାହାଙ୍କ[b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ।
Read full chapterFootnotes
- ଯୋହନ ଲିଖିତ ସୁସମାଗ୍ଭର 1:1 ବାକ୍ୟ ଏହା ଗ୍ରୀକ୍ର ଏକ ଶବ୍ଦ “ଲୋଗସ୍” ରୁ ଆସିଅଛି। ଏହାର ଅର୍ଥ- ଯେକୌଣସି ପ୍ରକାରର ଯୋଗାଯୋଗ। ଏହି ‘ବାକ୍ୟ’ କୁ ‘ସନ୍ଦେଶ ବା ବାର୍ତ୍ତା’ ବୋଲି ଅନୁବାଦ କରାଯାଇ ପାରେ। ଏଠାରେ ଏହା ଯୀଶୁ, ପରମେଶ୍ୱରଙ୍କ ମନୋନୀତ ରାଜାଙ୍କ (“ଖ୍ରୀଷ୍ଟ” କିମ୍ବା “ମସିହ”)ପ୍ରତୀକାତ୍ମକ ନାମ ରୂପେ ବ୍ୟବହାର କରାଯାଇଅଛି, ଯାହାଙ୍କୁ ପରମେଶ୍ୱର ଏହି ଜଗତକୁ ପରମେଶ୍ୱରଙ୍କ ଏବଂ ସମସ୍ତ ଲୋକଙ୍କ ପାଇଁ ଆପଣା ପ୍ରେମକୁ ଦେଖାଇବା ପାଇଁ ଏବଂ ସେସବୁ ବିଷୟରେ କହିବା ପାଇଁ ପଠାଇଥିଲେ। ଏହି ବିଷୟ 10,14 ମଧ୍ୟ ଦେଖିବାକୁ ମିଳେ।
- ଯୋହନ ଲିଖିତ ସୁସମାଗ୍ଭର 1:3 ତାହାଙ୍କ ଅର୍ଥାତ୍, ଯୀଶୁ ଖ୍ରୀଷ୍ଟ।
Odia Holy Bible: Easy-to-Read Version (ERV-OR)
2010 by Bible League International