Font Size
ରାଜାବଳୀର ପ୍ରଥମ ପୁସ୍ତକ 13:23
Odia Holy Bible: Easy-to-Read Version
ରାଜାବଳୀର ପ୍ରଥମ ପୁସ୍ତକ 13:23
Odia Holy Bible: Easy-to-Read Version
23 ପରମେଶ୍ୱରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ୟଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ୟାଗ କଲା।
Read full chapter
ରାଜାବଳୀର ପ୍ରଥମ ପୁସ୍ତକ 13:24
Odia Holy Bible: Easy-to-Read Version
ରାଜାବଳୀର ପ୍ରଥମ ପୁସ୍ତକ 13:24
Odia Holy Bible: Easy-to-Read Version
24 ଗୃହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସେହି ପଥ ମଧ୍ୟରେ ପଡ଼ି ରହିଲା! ଗଧ ଓ ସିଂହ ସେହି ଶବ ନିକଟରେ ଛିଡ଼ା ହୋଇ ରହିଲେ।
Read full chapter
Odia Holy Bible: Easy-to-Read Version (ERV-OR)
2010 by Bible League International